top of page

MANIFESTING BLESSING – ପ୍ରକାଶିତ ଆଶିର୍ବାଦ


ଯେତେବେଳେ ଅବ୍ରାମ୍ (ଅବ୍ରାହାମ୍) ପଞ୍ଚସ୍ତରୀ ବର୍ଷ ବୟସ ଥିଲେ| ପରମେଶ୍ବର ତାଙ୍କୁ କଥା କହିଲେ ଏବଂ ଅବ୍ରାହାମ୍ ଙ୍କ୍ ସହିତ ଚୁକ୍ତି କରିବାକୁ ଆରମ୍ଭ କଲେ ଯାହା କି ଅବ୍ରାହାମ୍ ଙ୍କ ଚୁକ୍ତି ଭାବରେ ନାମିତ ଅଟେ (ଆଦି ୧୨:୧-୪) ଏହି ଚୁକ୍ତି ନିୟମ ଅନୁଯାୟୀ ଇଶ୍ବର ଅର୍ବ୍ରାହମ୍ ଙ୍କୁ ଆଶିର୍ବାଦ କରି ତାଙ୍କ ନାମକୁ ମହାନ କରିବା ନିମନ୍ତେ `õ[ÞsÐ କଲେ| ଏବଂ ଯେଉଁ ଦେଶ ପରମେଶ୍ବର ତାଙ୍କୁ ଦେଖାଇଲେ ସେହି ଦେଶରେ ତାଙ୍କ ପରିବାର କୁ ସ୍ଥାପନ କରିବା ନିମେନ୍ତେ ପ୍ରତିଜ୍ଞ।କଲେ| ବିଶ୍ବାସ ଦ୍ବାରା ଅବ୍ରାହାମ୍ ତାଙ୍କ ସ୍ତ୍ରୀ ସାରୀ ଏବଂ ପୁତୁର ଲୋଟ ଏବଂ ସମସ୍ତ ସମ୍ପତ୍ତି ଘେନି ଇଶ୍ବରଙ୍କ ଆଦେଶ ଅନୁଯାୟୀ କିଶାନ ଦେଶକୁ ଯାତ୍ରା କଲେ କିଶାନ୍ ଦେଶ ରେ ଭ୍ରମଣ କରୁଥିବା ସମୟରେ ପରମେଶ୍ବର ଅର୍ବ୍ରାହମ୍ ଙ୍କୁ `õ[ÞsÐ କଲେ| ଏହି କିଶାନ ଦେଶ ତାଙ୍କ ବଂଶଧର ମାନଙ୍କୁଦେବା ନିମନ୍ତେ (ଆଦି ୧୨.୭) ଏହାପରେ ଆଦି ପୁସ୍ତକ ୧୫ ଅଧ୍ୟୟରେ ପରମେଶ୍ବର ଦର୍ଶନ ଦ୍ବାରା କଥା କହିଲେ ଏବଂ ତୁମ୍ଭ ଓ ପରେ ଯିଏ ଜାତ ହେବ ସେ ତୁମ୍ଭର ଉତ୍ତରାଧିକାରୀ ହେବ ଏବଂ ତୁମ୍ଭେ ଆକାଶର ତାରାଗଣ ପରି ହେବେ| ଏହା ପରେ ପରମେଶ୍ବର ପ୍ରତିଜ୍ଞ।କରି କହିଲେ ତୁମ୍ଭର ବଂଶ ଏହି ମିଶରିୟ ନଦୀ ଠାରୁ ପଂରାତ ନାମକ ମହାନଦୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ହେବେ| ( ଆଦି ୧୫:୪-୫, ୧୮) ଆଦିପୁସ୍ତକ ୧୬ ଅଧ୍ୟୟରେ ସାରୀ ଇଶ୍ବରଙ୍କ ଚୂକ୍ତି କୁ ନିଜେ ପୂରଣ କରିବା ପାଇଁ ଚେଷ୍ଟା କରୁଛନ୍ତି | ଏବଂ ଇଶ୍ବରଙ୍କ `õ[ÞsÐ ସଫଳ ହେବା ପୂର୍ବରୁ ଇଶ୍ମାଏଲ ଜନ୍ମଗ୍ରହଣ କରିଥିଲେ| ଏହି ବିଷୟ ତାଙ୍କ ଜୀବନ ନିମନ୍ତେ ସମସ୍ୟା ସଷ୍ଟି କରିଥିଲା। ଏବଂ ଆଜି ମଧ୍ୟ ଏହି ଭଳି ସମସ୍ୟା ପୃଥିବୀରେ ଦେଖାଯାଇଛି। ସାରୀ ଙ୍କ ଏହି ଭୁଲ ପାଇଁ ସେ ଇଶ୍ବର ଙ୍କ ଆଶିର୍ବାଦ ର ଅଂଶୀ ହେବାର କ୍ଷତି ସହିବାକୁ ପଡିଥିଲା। କାରଣ ଅର୍ବ୍ରାହମ୍ ପ୍ରତି ଇଶ୍ବରଙ୍କ ଆଶିର୍ବାଦ ର ସମୟ କୁ ଅପେକ୍ଷା କରି ନ ଥିଲେ। ଅର୍ବ୍ରାହମ୍ ଙ୍କ ଅନେଶ୍ବତ ବର୍ଷ ହେବା ପୂର୍ବରୁ ପରମେଶ୍ବର ଙ୍କ ଆଶିର୍ବାଦ କୁ ଅର୍ବ୍ରାହମ୍ ଦେଖିପାରିଥିଲେ।

ଆଦି ପୁସ୍ତକ ୧୭ ଅଧ୍ୟୟରେ ପରମେଶ୍ବର ଅର୍ବ୍ରାହମ୍ କୁ ଦର୍ଶନ ଦିଅନ୍ତି ଏବଂ ତାଙ୍କ ନାମକୁ ପରିବର୍ତ୍ତନ କରିନ୍ତି। ଏବଂ ଅର୍ବ୍ରାହମ୍ ଙ୍କୁ ଏବଂ ତାଙ୍କ ବଂଶଧର ମାନଙ୍କୁ ସେହି ନିୟମର ପ୍ରତିଜ୍ଞ।କୁ ସ୍ଥିରିକ୍ରୁତ କରନ୍ତି। ୧୯ ପଦରେ ପରମେଶ୍ବର ଏକ ପୁତ୍ର ତାଙ୍କ ଓରସରେ ଜନ୍ମ ହେବା ବିଷୟ ରେ `õ[ÞsÐ କରିଛନ୍ତି ଯେଉଁ ସମୟ ଅର୍ବାହମ୍ ଙ୍କୁ ଶହେ ବର୍ଷ ହୋଇଥିଲା ସେହି ସମୟ ରେ ଅର୍ବ୍ରାହମ୍ ସନ୍ତାନ ଜନ୍ମ କରିବାରେ ଶାରିରୀକ ଦୁର୍ବଳ ଥିଲେ। ତଥାପି ପରମେଶ୍ବର କହିଲେ ତୁମ୍ଭଠାରୁ ଅନେକ ଜାତି ଉତ୍ପନ ହେବେ। ଯଦିଓ ତାଙ୍କର ଶାରିରୀକ ଅକ୍ଷମତା ସତ୍ବେ ସେ ଅନେକ ଗୋଷ୍ଠିର ପିତା ହେବା ପାଇ ଯାଉଥିଲେ। ଗୋଟିଏ ସାଧାରଣ ଜ୍ଞ।ନରେ ଏହି ବିଷୟ କୁ ଲକ୍ଷ୍ୟ କରିବା ଅତି କଷ୍ଟକର ବିଷୟ ସାରୀ ବର୍ତ୍ତମାନ ସାରା ନାମରେ ନାମିତ ହେଲା। କାରଣ ଏକ ମୃତ ଗର୍ଭ କୁ ଅନେକ ଗୋଷ୍ଠିର ମାତା ହେବା ପାଇଁ `õ[ÞsÐ ଦିଆଗଲା| ଅର୍ବ୍ରାହମ୍ ଙ୍କ ଶରୀର ସମ୍ପର୍ଣ୍ଣ ଅକ୍ଷମ ଥିଲା ଏବଂ ଇଶ୍ମାଏଲ ଜନ୍ମ ହେବାର ୧୩ ବର୍ଷ ପରେ `õ[ÞsÐ ସଫଳ ହେଲା| ଅନ୍ୟ ଏକ ପୁତ୍ରଙ୍କ ଦେଇ |ଏକ ଅସମ୍ଭବ ସମୟରେ ପରମେଶ୍ବର୍ ପ୍ରତିଜ୍ଞ।କଲେ| ଏବଂ ଏହା କାର୍ଯ୍ୟକାରୀ ହୋଇ ଅସମ୍ଭବକୁ ସମ୍ପର୍ଣ୍ଣ କଲେ। ସାରା ଙ୍କ ମୃତ ଗର୍ଭ ଦ୍ବାରା ଅର୍ବ୍ରାହମ୍ ଙ୍କ ବିଶ୍ବାସ ର ବିହନ ରୋପିତ ହେଲା। ଏବଂ ଜୀବନ୍ତରୂପ ଧାରଣା କଲା। ହାଲେଲୁୟା ଏବଂ ଇଶ୍ବରଙ୍କ ପ୍ରତିଜ୍ଞ।ପ୍ରକାଶିତ ହେଲା। ଅର୍ବ୍ରାହମ୍ ଓ ସାରା ଙ୍କ ମାଧ୍ୟମରେ ପରମେଶ୍ବରଙ୍କ `õ[ÞsÐ ଇସହାକ ରୂପରେ ଦେଖାଗଲା।

କିନ୍ତୁ କେବଳ ଏତିକି ଅର୍ବ୍ରହମ୍ ଙ୍କ ବଂଶ ପ୍ରତି ଆଶିର୍ବାଦ ର ଶେଷ ନ ଥିଲା| ଆଦି ପୁସ୍ତକ ୨୫ ଅଧ୍ୟାୟ ରେ ସାରା ଙ୍କ ମୃତ୍ୟୁ ପରେ ଅର୍ବ୍ରାହମ୍ କୁଟୁରା ନାମି ସ୍ତ୍ରୀଙ୍କୁ ବିବାହ କଲେ ଆବ୍ରାହମ ଅନେକ ଜାତିର ପିତା ଅଟନ୍ତି ଏବଂ ତାଙ୍କର ୬ ଟି ସନ୍ତାନ ଥିଲେ ଏକ ସର୍ଭେକ୍ଷଣ ଅନୁଯାଇ ଇସାକ୍ ୪୦ ବର୍ସ ବୟସରେ ରେବିକାଙ୍କୁ ବିବାହ କଲେ (ଆଦି : ୨୫:୨୦) ସେହି ସମୟରେ ଆବ୍ରାହମ ଙ୍କୁ ୧୪୦ ବର୍ସ ହୋଇଥିଲା ଏବଂ ସେ କୁଟୁରାଙ୍କୁ ବିବାହ କଲେ ୬ ସନ୍ତାନଙ୍କୁ ଜନ୍ମ କଲେ|

ଏହା ଆମ ପ୍ରତ୍ୟେକଙ୍କ ପାଇଁ ଏକ ସତର୍କତାର ବିସୟ ଅଟେ ଅବ୍ରାହମଙ୍କୁ `õ[ÞsÐ କରାଗଲା ପରେ ଅନେକ୍ ବର୍ଷ ବିତିଗଲା `õ[ÞsÐ ପୁରଣ ହେବା ପାଇଁ | `õ[ÞsÐ ଠାରୁ `õ[ÞsÐ ପୁର୍ଣ୍ଣ ହେବା ପର୍ଜ୍ୟନ୍ତ ୨୪ ବର୍ଷ| ଅନେକ କଷ୍ଟ ଶ୍ବିକାର କରି ପରମେଶ୍ବରଙ୍କ `õ[ÞsÐ କୁ ଅପେକ୍ଷା କରିଥିଲେ କିନ୍ତୁ ସାରାଙ୍କ ଗର୍ଭବତି ହେବା ପୁର୍ବରୁ ଅର୍ବ୍ରାହମ୍ ଏହା ଉପଯୁକ୍ତ ସମୟ ଭାବି ଅନ୍ୟ ଉପାୟ ଖୋଜିଥିଲେ ଯଦି ସେମାନେ ଇଶ୍ବରଙ୍କ `õ[ÞsÐ କୁ ଅପେକ୍ଷ୍ୟା କରିଥାନ୍ତେ ତେବେ ତାଙ୍କ ପରିବାରରେ ସମଶ୍ୟା ସୃଷ୍ଟିହୋଇନଥାନ୍ତା ଯଦି ଆମେ ବିଶ୍ବାଶରେ ସ୍ଥିର ରହୁ ଏବଂ ପରମେଶ୍ବରଙ୍କୁ ଅପେକ୍ଷ୍ୟା କରୁ କାରଣ ପରମେଶ୍ବର ତାଙ୍କ ବାକ୍ୟରେ ବିଶ୍ବସ୍ତ ଅଟନ୍ତି ଏବଂ ଅପେକ୍ଷ୍ୟା କରିବାର ମୁଲ୍ୟ ଅଛି|

ଇଶ୍ବରଙ୍କ ଆସିର୍ବାଦ ଧାରାବହିକ ଭାବରେ ସଫଳିକୃତ ହୋଇ ଅନନ୍ତ କାଳିନ ଆଶିର୍ବାଦ ଭାବରେ ଆଗାମି ବଂଶଧର ପର୍ଯ୍ୟନ୍ତ ଲାଗିରହିବ|ପରମେଶ୍ବର ଅର୍ବ୍ରାହମ୍ ଙ୍କୁ `õ[ÞsÐ ଦେଲେ|ଆଦି ପୁସ୍ତକ ୧୭.୭-୯. ତାଙ୍କ ପରେ ଅନନ୍ତକାଳ ତାଙ୍କ ବଂଶଧର ପାଇଁ ଏବଂ ଅନନ୍ତକାଳ ପାଇଁ ଥିବା ବିଷୟ, ଆମ୍ଭେ ଇଶମାଏଲ ଏବଂ ଇସାକ ମଧ୍ୟରେ ଏକ ପ୍ରଭେଦର ଆଶିର୍ବାଦକୁ ଦେଖୁ| ଇଶ୍ବରଙ୍କ ଇଛା ବାହାରେ ଯେଉଁମାନେ ଆଶିର୍ବାଦ ପାଇବାକୁ ଇଛା କରନ୍ତି| କେବଳ ବିବାଦ ଉତ୍ପନ୍ନ ହୋଇଥାଏ| କିନ୍ତୁ ପରମେଶ୍ବରର ଇଛାରେ ବିଶ୍ବସ୍ଥତା ଏବଂ ଧର୍ଯ୍ୟ ସହ ବାଧ୍ୟତା ହୋଇ ଅପେକ୍ଷ୍ୟାରେ ରହିଲେ, ଖୁସି,ଆନନ୍ଦ ମିଳିଥାଏ ଏବଂ ପରମେଶ୍ବରଙ୍କ ସୁରକ୍ଷ୍ୟା ସ୍ବାନ୍ତନା,ଇଛାର ପୁରଣ ଏବଂ ମହା ପୁରଷ୍କାର ମିଳିଥାଏ|

ଯେତେବେଲେ ପରମେଶ୍ବର ଆଦି ପୁସ୍ତକ ୧୫ ଅଧ୍ୟାୟରେ ଆବ୍ରାହାମ ଙ୍କୁ କହିଲେ ତୁମ୍ଭ ଔରସରୁ ତୁମ୍ଭ ବଂଶଧର ଉତ୍ପନ୍ନ ହେବେ| ଅବ୍ରାହମ୍ ଏହି କଥା ବିଶ୍ବାସ କଲେ| ଏବଂ ଇଶ୍ବର ତାଙ୍କୁ ଧାର୍ମିକ ଗଣିତ କଲେ| ଇଶ୍ବରଙ୍କ `õ[ÞsÐ ର ଫଳ ସ୍ବରୁପେ ଇସାକ ଙ୍କୁ ଦେଲେ ଯାହାର ଅର୍ଥ (ହାସ୍ୟ) ମହା ଆନନ୍ଦ ଏବଂ ହାସ୍ୟ ସହ `õ[ÞsÐ ପୁର୍ଣ୍ଣ ହେଲା| ଇସାକ ଥିଲେ ଆବ୍ରାହାମଙ୍କ ନିମନ୍ତେ ଏକ ମହା ଆନନ୍ଦ ଆଶିର୍ବାଦ ଯାହାକି ଏକ ଅକଥନିୟ ଆନନ୍ଦ|

“୧୯୯୭ ମସିହା ଡିସେମ୍ବରମାସରେ ସଦାପ୍ରଭୁ ମତେ ଡେଭିଡ୍ ମିଲନ ଟନ ନାମରେ ଏକ ଚୁକ୍ତି ଦେଇ କହିଲେ ଆମ୍ଭେ ତୁମ୍ଭର ପିତା, ଅବ୍ରାହମ୍, ଇସାକ ଏବଂ ଯାକୁବର ପରମେଶ୍ବର ଅଟୁ| ମୁଁ ତୁମ୍ଭଙ୍କୁ ଜନ୍ମ ଦେଇଛି ଏବଂ ତୁମ୍ଭଙ୍କୁ ଉପରକୁ ଉଠାଇଛି| ଆଜି ଦିନ ଏକ ଚୁକ୍ତି ସହ ତୁମ୍ଭକୁ ପ୍ରବେଶ କରାଉଅଛି| ତୁମ୍ଭେ କେବେ ମଧ୍ୟ କୌଣସି , ଚାକିରି କିମ୍ବା ମଣ୍ଡଳୀର କିମ୍ବା ଏକ ଦଳର କିମ୍ବା କୌଣସି ବ୍ୟକ୍ତିରଦାସ ହେବ ନାହିଁ| ମାତ୍ର କେବଳ ଆମ୍ଭର ସେବା କରିବ, ଆମ୍ଭେ ତୁମ୍ଭର ଅବଶିଷ୍ଟ ଜୀବନର ଯତ୍ନ ନେବା| ଆମ୍ଭେ ପ୍ରତ୍ୟେକ ବିଷୟ ତୁମ୍ଭଙ୍କୁ ଯୋଗାଇବା ତୁମ୍ଭେ କେବଳ ଆମ୍ଭର ସେବା କରିବ|”

୩୦ ମେ,୨୦୦୦ ମସିହାରେ ପରମେଶ୍ବର ଆଦେଶ୍ ଦେଲେ ସିଫ୍ ଏଣ୍ଡ ଗ୍ରେସ୍ ମିନିଷ୍ଟ୍ରି ଇଣ୍ଡିଆ ଏହି ସେବା ସଂସ୍ଥା ପରମେଶ୍ବରଙ୍କ ଆଦେଶରେ କରଗଲା,ବ୍ୟକ୍ତି ଗତ ଭାବରେ ସେବା କରୁ କରୁ ସେବାର ବିଭିହ୍ନ କୌଶଳ ଏବଂ ଦାନ ଦ୍ବାରା ସେବା ଅଭିବୃଧି ପାଇଲା, ଯୀଶୁଖ୍ରୀଷ୍ଟ ଆହ୍ବାନ ରେ ଅନେକ ଲୋକଙ୍କ ଠାରୁ ସାହଯ୍ୟ ସମ୍ବଳ ଅନୁଭୁତ୍ତି ର ବିଷୟ ପାଇଲୁ| ପବିତ୍ର ଆତ୍ମାଙ୍କ ଶକ୍ତିରେ ଆମ୍ଭେ ଆଗକୁ ବଢିଲୁ ଏବଂ ଇଶ୍ବର ଙ୍କ ଶକ୍ତିରେ ଆମ୍ଭେ ଆଗକୁ ବଢିଲୁ ଏବଂ ଇଶ୍ବରଙ୍କ ପ୍ରକାଶିତ ଆସିର୍ବାଦ ଦ୍ବାରା ଆପଣଙ୍କ ଜୀବନ ଏବଂ ସେବାକୁ ସାହଯ୍ୟ କରିବା ପାଇଁ ଏହା ପରେ ସଦାପ୍ରଭୁ ଏକ ମହାନ ଆଶିର୍ବାଦ ସିଫ୍ ଏଣ୍ଡ ଗ୍ରେସ୍ ମିନିଷ୍ଟ୍ରି ଉପରେ ବର୍ତ୍ତାଇଲେ | ତାଙ୍କ ମହାନ ଓ ଚମତ୍କାର `õ[ÞsÐ ଦ୍ବାରା ଏବଂ ପୃଥିବୀରେ ସେବା ନିମନ୍ତେ ଅର୍ଥ କୁ ବିତରଣ କରିବା ପାଇଁ ପରମେଶ୍ବର ମତେ କିଭଳି ଭାବରେ ଅର୍ଥକୁ ବିତରଣ କରିବ କାହା ସହିତ ମିଶିବ ଏ ବିଷୟରେ ବହୁତ ସୂଚନା ଦେଲେ| ୨୪ ବର୍ଷ ଅତିବାହିତ ହେଲାପରେ ଅର୍ବ୍ରାହମ୍ ଇଶ୍ବରଙ୍କ `õ[ÞsÐ ସଫଳ ହେବାର ବିଷୟ କୁ ଦେଖିଥିଲେ| ଇଶ୍ବର ମତେ `õ[ÞsÐ ଦେବା ଠାରୁ ମୁଁ ୧୯ ବର୍ଷ ୬ ମାସ ଅପେକ୍ଷା କଲି| ୨ ସପ୍ତାହ ତଳେ ପରମେଶ୍ବର ଭାବବାଣି କଲେ| ତାହା ମୁଁ ମୋର ଫେସବୁକ୍ ରେ ପଠେଇଲି| କଥା କୁହ ଏବଂ ଭାବ ବାଣି ପ୍ରକାଶ କର| ଜୁନ ମାସ ୧୫ ତାରିଖରେ ମୁଁ ଗୋଟିଏ ଇମେଲ କଲି | ପରମେଶ୍ବର କହିଲେ ଅପେକ୍ଷାର ସମୟ ଅତିବାହିତ ହୋଇଛି|ଏବଂ ପ୍ରକାଶିତ ବିଷୟ ମୁକ୍ତିଲାଭ କରିଛି|ଏହି ଦିନ ମାନଙ୍କରେ ପରମେଶ୍ବର ଆପଣାର ଭବିଷ୍ୟତ ବକ୍ତା ଙ୍କ ଦ୍ବାରା କହୁଅଛନ୍ତି|ଏହା ପ୍ରାକାଶିତ ବିଷୟର ସମୟ ଅଟେ|

ଆମ୍ଭେମାନେ ଇଶ୍ବର ଙ୍କ ଇଛା ଓ ଚାଳନା କୁ ଧର୍ଯ୍ୟର ସହିତ ଅପେକ୍ଷ୍ୟା କରିବା| ଇଶ୍ବର ଆମ୍ଭମାନଙ୍କୁ ଯାହା କରିବା ପାଇଁ ଦେଖାଇଅଛନ୍ତି ବିଶ୍ବସ୍ଥ ଭାବରେ ଆମେ କରୁ| ପରମେଶ୍ବର ଆଶ୍ଚର୍ଯ୍ୟ କର୍ମ ଦ୍ବାରା ଆମ୍ଭମାନଙ୍କୁ ସୁନିଶ୍ଚିତ କରନ୍ତି| ଆମକୁ ଆମସେବା କାର୍ଯ୍ୟରେ ସହଯୋଗ କରିବାପାଇଁ| ଉତ୍ସାହିତ କରନ୍ତି | ଏହି ଦିନ ମାନଙ୍କରେ ପରମେଶ୍ବର ଗମନା ଗମନ କରୁଅଛନ୍ତି ଆମକୁ ଲାଭ ଦେବାପାଇଁ |ପ୍ରଶଂସା ଏବଂ ଉପସନା ଦ୍ବାରା ଆପଣମାନେ ସୁନିଶ୍ଚିତ ହେବେ| ଏବଂ ବିଶ୍ବାସର ସହିତ ଠିଆ ହୁଅନ୍ତୁ| ଇଶ୍ବର ଙ୍କ ପ୍ରକାଶିତ ଆଶିର୍ବାଦ ଆପଣଙ୍କ ଜୀବନରେ ଏବଂ ସେବାରେ ଦେଖା ପାଇବେ| ଫେସ ବୁକ୍ ଦ୍ବାରା ତୁମେମାନେ ମୋର ବନ୍ଧୁ ହୋଇଅଛ| ଏହା ମୋ ପାଇଁ ଅସମ୍ଭବ ଯାହା ପ୍ରତ୍ୟେକ ଦିନ ବାର୍ତ୍ତାଦେବା ପାଇଁ ମୁଁ ଚେଷ୍ଟା କରୁଛି|ସପ୍ତାହରେ ଦୁଇ ଥର ବାର୍ତ୍ତା ଦେବା ପାଇଁ| ତୁମମାନଙ୍କର ମଧ୍ୟରୁ ଅନେକ ଫେସ ବୁକ୍ ରେ ନାହିଁ| ଏବଂ ଆମେ ପରେ ଇମେଲ ଜରିଆରେ ବାର୍ତ୍ତାଳପ କରିବା | ମୁଁ ଆପଣ ମାନଙ୍କୁ ଉତ୍ସାହିତ କରିବାକୁ ଚାହେଁ ସମ୍ଭବ ହେଲେ ବାର୍ତ୍ତାଦ୍ବାରା ଆଳାପ କରିବା ଯଦି ମୁଁ ଉପଳବ୍ଧ ଅଛି| ଯଦି କିଏ ଅଧିକ ସମୟ ମୋ ସହିତ କଥା ହେବାପାଇଁ ଇଛାକରନ୍ତି ତେବେ ଇମେଲ ଜରିଆରେ କାରଣ ତାହା ସମସ୍ତ ଙ୍କ ପାଇଁ ସୁବିଧା| ଆପଣ ମାନେ ଫେସବୁକ୍ ଦ୍ବାରା ବାର୍ତ୍ତା ପଠାଇ ପାରିବେ| ମୁଁ ଯଦି ଉପଲବ୍ଧ ଅଛି| ମୁଁ ଉତ୍ତର ଦେବି| ଏବଂ ଆପଣ ଉପଲବ୍ଧ ଥିଲେ ସୁବିଧା ହେବ| ଆପଣ ଦେଖି ପାରିବେ| କିନ୍ତୁ ସବୁଠାରୁ ଭଲ ମାଧ୍ୟମ କେବଳ ଇମେଲ |ମୁଁ ଆପଣମାନଙ୍କ ପାଇଁ ସବୁ ସମୟର ବାର୍ତ୍ତାଳାପ ହେବାର ଯୋଜନା କରୁଛି | କିନ୍ତୁ ସବୁବେଳେ ଏହା ସୁବିଧା ଜନକ ନୁହେଁ| ଏଥିପାଇଁ ଚାଟିଙ୍ଗ୍ ମଧ୍ୟମରେ ଏକାବେଳେ ଅନେକଙ୍କୁ କହିହେବ| ଅନେକ ବ୍ୟକ୍ତି ୱାଟ ସପ୍ ଦ୍ବାରା ମୋ ସହିତ କଥା ହେବା ପାଇଁ ଚେଷ୍ଟା କରନ୍ତି| ମୋର ୱାଟ ସପ୍ ଏକାଉଣ୍ଟ ନାହିଁ| ବାସ୍ତବରେ ମୁଁ ଜଣକୁ ଚାହେଁ ନାହିଁ| ମୋର ସମୟ ନାହିଁ ଅନ୍ୟ ବିକଳ୍ପ ଦ୍ବାର ବ୍ୟବହାର ହେବା ପାଇଁ| ଯଦିଓ ବର୍ତ୍ତମାନ ଅନେକ ବିକଳ୍ପ ଅଛି ଲୋକ ଙ୍କ ସହିତ ଯୋଗାଯୋଗ କରିବା ପାଇଁ| କିନ୍ତୁ ବର୍ତ୍ତମାନ ପାଇଁ ଇମେଲ ଓ ଫେସବୁକ୍ କୁ ବ୍ୟବହାର କରନ୍ତୁ ଯାହା ମୋ ପାଇଁ ସୁବିଧା ହେବ| ମୁଁ ଆପଣମାନଙ୍କର ପ୍ରତ୍ୟେକ ଯୋଗାଯୋଗ କୁ ପସନ୍ଦ କରେ| ଆପଣମାନେ ପ୍ରତ୍ୟେକ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ ଏବଂ ତୁମର ଇମେଲ ରେ ମୁ ଭାରି ଅନନ୍ଦିତ |ଦୟାପୂର୍ବକ ଆପଣମାନେ ଆପଣ ଙ୍କ କାର୍ଯ୍ୟ ବିଷୟ ପଠାନ୍ତୁ| ଯଦି ପ୍ରଶ୍ନ ଅଛି ତ ପଠାନ୍ତୁ| ମୁଁ ଆପଣମାନଙ୍କୁ ପ୍ରେମରେ ଉତ୍ତର ଦେବି| ଅନୁରୋଧ କରେ ମତେ ସବୁବେଳେ ସ୍ମରଣ କରୁଥିବେ| ଏବଂ ଇଶ୍ବର ଠାରେ ବିଶ୍ବସ୍ଥ ରହିବେ| ଇଶ୍ବର ଯାହା ଇଛା କରନ୍ତି ତାହା କରିବା ପାଇଁ ଆମେ ପ୍ରସ୍ତୁତ ରହିବା ଏବଂ ପ୍ରଭୁଯୀଶୁଙ୍କ ନିମନ୍ତେ ପୃଥିବୀକୁ ପରିବର୍ତ୍ତନ କରିବା|

ଏହା ମୋର ପ୍ରାର୍ଥନା ପ୍ରଭୁଯୀଶୁଙ୍କ ମହାଗୌରବ ଦ୍ବାରା ଇଶ୍ବର ତୁମ୍ଭଙ୍କୁ ଆଶିର୍ବାଦ କରନ୍ତୁ|

ପ୍ରତି ଖଣ୍ଡ ପାଇଁ ଯୋଗାଯୋଗ

ବିଶପ

Translated by G.D. Milongton Babu

The sheaf and grace Ministries India

MALAKAPALLI-834345

West Godavari Dist

Andhra Pradesh India

11 views0 comments

Recent Posts

See All
bottom of page